ରାଜ୍ୟ
ଟୁ-ଲେଟ୍ ଲେଖିଲେ ଫାଇନ୍ ! – Ibnodisha

[ad_1]
ଭୁବନେଶ୍ୱର : କାନ୍ଥବାଡ କିମ୍ବା ବିଦ୍ୟୁତ ଖୁଣ୍ଟରେ ଟୁ-ଲେଟ୍ ଲେଖିଲେ ସାବଧାନ । ବିଜ୍ଞାପନ ଦେଇଥିବା ୩ ଜଣଙ୍କ ଠାରୁ ଦେଢ ଲକ୍ଷ ଫାଇନ୍ ଆଦାୟ । ଫାଇନ୍ ସହ ବିଜ୍ଞାପନ ଦେଇଥିବା ସଂସ୍ଥା ନାମରେ ଏତଲା । ଲୋକଙ୍କୁ ଠକେଇ ଅଭିଯୋଗ ପରେ ବିଏମସିର କଡା ପଦକ୍ଷେପ ।
ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ, ତୀବ୍ରତା ୫.୨
[ad_2]



