ରାଜ୍ୟ

ହାଇକୋର୍ଟରେ ଅଙ୍ଗନବାଡି ମାମଲା – Ibnodisha

[ad_1]

କଟକ: ଅଙ୍ଗନବାଡି କର୍ମୀଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ନେଇ ମାମଲା । ହାଇକୋର୍ଟରେ ମାମଲା କଲେ ନୟାଗଡର ଜଣେ ଅଙ୍ଗନବାଡି କର୍ମୀ । କେନ୍ଦ୍ରୀୟ ହାରରେ ଦରମା ସହ ଅନ୍ୟ ରାଜ୍ୟରେ ମିଳୁଥିବା ସୁବିଧା ଦାବି କରାଯାଉଛି । ମାମଲାରେ ମୁଖ୍ୟ ଶାସନ ସଚିବ, ମିଶନ ଶକ୍ତି ସଚିବଙ୍କୁ ପକ୍ଷଭୁକ୍ତ । ନୟାଗଡ ଜିଲ୍ଲାପାଳଙ୍କ ସହ ସିଡିପିଓଙ୍କୁ ମଧ୍ୟ ପକ୍ଷଭୁକ୍ତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button