ରାଜ୍ୟ

ଫେବୃଆରୀ ୨୦ରୁ ଦଶମ ବୋର୍ଡ ପରୀକ୍ଷା – Ibnodisha

[ad_1]

ଭୁବନେଶ୍ୱର : ଫେବୃଆରୀ ୨୦ରୁ ଦଶମ ବୋର୍ଡ ପରୀକ୍ଷା । ଏ ନେଇ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଦଶମ ବୋର୍ଡ ପରୀକ୍ଷା । ୨୦ରେ ଓଡ଼ିଆ, ୨୩ରେ ଇଂଗ୍ରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ।
୨୮୮୧ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ମାର୍ଚ୍ଚ ୧୫ରୁ ମାଟ୍ରିକ୍ ଖାତା ଦେଖା ହେବ ବୋଲି ବୋର୍ଡ ସଭାପତି କହିଛନ୍ତି ।

ଚୌକି ଗୋଦାମରେ ଜିଏସ୍‌ଟି ଚଢ଼ଉ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button