ରାଜ୍ୟ

ଭଙ୍ଗା ଦଦରା ଘରେ ବିତୁଛି ଜୀବନ, ବିଧବାଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ଦାବି

ରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ଗାଁ ର ବିଧବା ଲକ୍ଷ୍ମୀ ଛତର ଓ ତାଙ୍କର ପୁଅ ବାବୁଲୁ ଛତରଙ୍କ ସହିତ ଗୋଟିଏ ଭଙ୍ଗା ଦଦରା ଝାଟି ମାଟି କୁଡ଼ିଆ ଘରେ ଜୀବନ ବିତୁଛି । ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ ହେବ ଲକ୍ଷ୍ମୀଙ୍କ ସ୍ୱାମୀ ଦଗଶିର ଛତରଙ୍କ ମୃତ୍ୟୁ ହୋଇ ଯାଇଛି । ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ ।

ଘରଟିକୁ ମରାମତି କରିପାରୁ ନଥିବାରୁ ଘରର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି । ତେଣୁ ସେହି ଭଙ୍ଗା ଦଦରା ଘର ଉପରେ ପାଳ ଦେଇ ଉଭୟ ମାଆ ଓ ପୁଅ ବିପଦସଂକୁଳ ଅବସ୍ଥାରେ ରହୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସେ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ପ୍ରକାଶ କରିଛନ୍ତି । ଘର ଖଣ୍ଡିଏ ପାଇଁ ବି.

Related Articles

Leave a Reply

Your email address will not be published. Required fields are marked *

Back to top button