ରାଜ୍ୟ

ଅକ୍ଟୋବର ୨୦ରେ ପ୍ରଥମ ଏଫ୍‌ଏଲ୍‌ଏନ୍‌ଏଟି ୨୦୨୪-୨୫

ଭୁବନେଶ୍ୱର,୨୨/୦୯: ଅକ୍ଟୋବର ୨୦ରେ ପାଳନ ହେବ ପ୍ରଥମ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆସେସ୍ମେଣ୍ଟ ଟେଷ୍ଟ (ଏଫ୍ଏଲ୍ଏନ୍ଏଟି) ୨୦୨୪-୨୫ । ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ନୂଆ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ଏହାକୁ ଆୟୋଜନ କରାଯିବ ।ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ଓ ଜିଲ୍ଲାସ୍ତରରେ ପାଳନ କରାଯିବ। ଏ ସଂପର୍କିତ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ । ତେବେ ଏନେଇ ଆସନ୍ତା ୨୪ ତାରିଖରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନେଇ ବୈଠକ କରିବାକୁ କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button