ଅପରାଧ

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ – Ibnodisha

[ad_1]

ରାଉରକେଲା : ରାଉରକେଲା ସହରର ଉଦିତ ନଗର ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଉଦିତ ନଗର ଥାନାରେ ମାମଲା ଦାୟର ହୋଇଛି। ଯୁବତୀର ପରିବାର ଲୋକେ ଏହି ଘଟଣା ବିଷୟରେ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ବାସନ୍ତୀ କଲୋନୀ ଅଂଚଳରେ ରହୁଥିବା ଅଙ୍କିତ ନାମକ ଜଣେ ଯୁବକ ସେହି ଯୁବତୀଙ୍କୁ ଦୃଶକ୍ରମ ଆଚରଣ କରିଥିଲା ବୋଲି ଯୁବତୀ ପରିବାର ଲୋକଙ୍କୁ କହିଥିଲା। ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଉଦିତନଗର ଥାନା ପୁଲିସ ଏ ନେଇ ଏକ ମାମଲା ଋଜ୍ଜୁ କରି ତଦନ୍ତ ଜାରି ରହିଛି।

ମନ୍ଦିର ଆମର ସାହା ଭରସା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button