ରାଜ୍ୟ

ଦୁଷ୍କର୍ମୀଙ୍କୁ ୨୦ ବର୍ଷ ଜେଲ୍‌ – Ibnodisha

[ad_1]

ଫୁଲବାଣୀ : ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ । ଦୋଷୀ ନାଗାର୍ଜୁନ ବିଷୋୟୀକୁ ଫାଷ୍ଟଟ୍ରାକ୍ ପକ୍ସୋ କୋର୍ଟଙ୍କ ଦଣ୍ଡାଦେଶ । ୨୦୨୨ ସଦର ଥାନା ଅଞ୍ଚଳରେ ସ୍କୁଲରେ ଛାଡିବାକୁ କହି ଦୁଷ୍କର୍ମ ହୋଇଥିଲା ।

ଅଟୋକୁ ଧକ୍କା ଦେଲା ବସ୍: ୫ମୃତ, ୩ ଗୁରୁତର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button