ରାଜ୍ୟ

ଜବତ ହେଲା ୭ କେଜି ଗଞ୍ଜେଇ, ୨ ଗିରଫ – Ibnodisha

[ad_1]

ସୁବର୍ଣ୍ଣପୁର : ଆଜି ସକାଳୁ ଏକ ଟିମ ପେଟ୍ରୋଲିଙ୍ଗ କରୁଥିବା ବେଳେ ବୁଢାରାଜା ଛକ ନିକଟରେ ସନ୍ଦେହରେ ଏକ ହୋଣ୍ଡା ସାଇନ ବାଇକକୁ ଅଟକାଇ ଥିଲା ଓ ସେଥିରୁ ପଖାପାଖି ୭ କେଜି ଗଞ୍ଜେଇ ଧରିବାରେ ସଫଳ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗକୁ ପୁଣି ମିଳିଛି ସଫଳତା । ଦୁଇ ଜଣ ହେଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆର ଭୁପେସ ମହନ୍ତ ଓ ଦେବାଷିସ ପ୍ରଧାନ ବୋଲି ଜଣାପଡିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଆରକ୍ଷୀ ଅଧିକ୍ଷୀକା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button