ଦେଶ
ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ – Ibnodisha

[ad_1]
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ନିଲମ୍ବନ କଲା କ୍ରୀଡା ମନ୍ତ୍ରାଳୟ । କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀ ନିଲମ୍ବିତ ହୋଇଥିବା ଖବର ସାମ୍ନାକୁ ଆସିଛି । ନବ ନିର୍ବାଚିତ ଅଧ୍ୟକ୍ଷ ସଂଞ୍ଜୟ ସିଂହଙ୍କ ମାନ୍ୟତା ରଦ୍ଦ ହୋଇଛି । ସଞ୍ଜୟ ସିଂହଙ୍କ ସମସ୍ତ ନିଷ୍ପତ୍ତି ଉପରେ ରୋକ ଲଗାଇଲା ମନ୍ତ୍ରାଳୟ ।
୨୦୨୪ ନିର୍ବାନନ ପାଇଁ ଗଡ଼ ସଜାଡୁଛି କଂଗ୍ରେସ
[ad_2]