ଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୧୩ ଆହତ – Ibnodisha

[ad_1]

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜମ୍ମୁର ରିୟସୀ ଜିଲ୍ଲାରେ ଏକ ଗାଡି ଖାଇକୁ ଖସିପଡିବା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ ବୋଲି ସୂଚନା ମିଳିଛି ।ଖବର ମୁତାବକ, ଗାଡିଟି ରାସ୍ତାରୁ ଖାଇକୁ ଖସିପଡିଥିଲା । ଫଳରେ ଘଟଣା ସ୍ଥଳର ୨ ଜଣ ମରିଥିବା ବେଳେ ୧୩ ଆହତ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଇଥିଲେ ବୋଲି ପୋଲିସ କହିଛି ।ଏହାପୂର୍ବରୁ ୭ ତାରିଖରେ ଜମ୍ମୁର ଗୋନ୍ଦରବଲ ଜିଲ୍ଲାରେ ଏକ ଗାଡି ଖାଇକୁ ଖସିପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।ତେବେ ଶୀତଦିନରେ କୁହୁଡି ଯୋଗୁଁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟୁଛି । ଫଳରେ ଅନେକ ଜୀବନ ଅକାରଣରେ ଚାଲିଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button