ରାଜ୍ୟ
ପଦ୍ମପୁର ଜିଲ୍ଲା ଗଠନ ଦାବିରେ ୧୨ ଘଣ୍ଟିଆ ବିଜେପୁର ବନ୍ଦ ଡାକରା – Ibnodisha
[ad_1]
ବିଜେପୁର : ପଦ୍ମପୁର ଜିଲ୍ଲା ଗଠନ ଦାବିରେ ୧୨ ଘଣ୍ଟିଆ ବିଜେପୁର ବନ୍ଦ ଡାକରା । ୧୨ ଘଣ୍ଟିଆ ବିଜେପୁର ବନ୍ଦ । ପଦ୍ମପୁର ଜିଲ୍ଲା ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳ ନାଗରିକ କମିଟି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି ।ପ୍ରଭାବରେ ବିଜେପୁରରେ ସମସ୍ତ ଦୋକାନ ବଜାର ବନ୍ଦ । ଏହାସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିଛି । ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି କର୍ମୀ । ଫଳରେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି ଲୋକ ।
[ad_2]