ଖେଳ

ଏକଲବ୍ୟ କ୍ରୀଡା ପୁରସ୍କାର ପ୍ରଦାନ – Ibnodisha

[ad_1]

ଭୁବନେଶ୍ୱର : ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର ପ୍ରଦାନ । ଟେନିସ ଖଳାଳି ଦେବାଶିଷ ସାହୁ ପାଇଲେ ଏକଲବ୍ୟ ପୁରସ୍କାର । ପୁରସ୍କାର ସ୍ୱରୂପ ପାଇଲେ ୫ ଲକ୍ଷ ଟଙ୍କା, ଟ୍ରଫି ଏବଂ ମାନପତ୍ର । ଅନ୍ୟ ୨ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହନମୂଳକ ପୁରସ୍କାର । ଆଥରେଟ୍ ବାପି ହାଁସଦାଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କା ପୁରସ୍କାର । ଭାରୋତ୍ତୋଳକାରୀ ଜ୍ୟୋସ୍ନା ଶବର ପାଇଲେ ମାନପତ୍ର ଓ ୫୦ ହଜାର । ସମାରୋହରେ ମୁଖ୍ୟ ଅତିଥି ପ୍ରଖ୍ୟାତ କ୍ରିକେଟର ମଦନ ଲାଲ୍ । ‘ଇମ୍ପାକ୍ଟ’ ପକ୍ଷରୁ ପ୍ରଦାନ କରାଯାଉଛି ସମ୍ମାନଜନକ ଏକଲବ୍ୟ ପୁରସ୍କାର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button