ରାଜ୍ୟ

ଷ୍ଟୋର ରୁମରୁ ଉଦ୍ଧାର ହେଲା ନାଗ ସାପ – Ibnodisha

[ad_1]

ଭୁବନେଶ୍ଵର: ଷ୍ଟୋର ରୁମରୁ ଉଦ୍ଧାର ହେଲା ୪ଫୁଟର ନାଗ ସାପ । ଭୁବନେଶ୍ୱର ଇନ୍ଦିରା ହାଉସିଂ କଲୋନୀର ଲେନ୍ ନମ୍ବର ୬ ରେ A-୬/୨୨ ରେ ରହୁଥିବା ନକୁଳ ମଲ୍ଲିକଙ୍କ ଘରୁ ନାଗ ସାପଟିକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।

ମୁଁ ଅରବାଜ ପାଇଁ ବହୁତ ଖୁସି ଏବଂ ମୋର ଆଶୀର୍ବାଦ ଉଭୟଙ୍କ ସହିତ ଅଛି: ସଲିମ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button