ରାଜ୍ୟ

ଜାନୁଆରୀରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ହେବ ଜୋରଦାର ସଂଘର୍ଷ:ଜୟନାରାୟଣ ମିଶ୍ର – Ibnodisha

[ad_1]

ଭୁବନେଶ୍ୱର: ଜାନୁଆରୀରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଜୋରଦାର ସଂଘର୍ଷ ହେବାକୁ ଯାଉଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମ ଆଗରେ କହିଛନ୍ତି । ଜାନୁଆରୀରୁ ସଂଘର୍ଷ ଶାଣିତ ପାଇଁ ମୋଦି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ସଂଘର୍ଷ ଓ ସଙ୍ଗଠନକୁ ପ୍ରସ୍ତୁତ କରିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି ।

ଜାନୁଆରୀକୁ ସବୁ ସାଙ୍ଗଠନିକ କାମ ସାରି ହଳ ପାଇଁ ବିଲକୁ ଓହ୍ଲାଇବୁ । ମୋଦି ଜାନୁଆରୀରେ ଆସିବେ, ବିଲ ଦେଖି ସାର ପକାଇ ଉର୍ବର କରିବେ । ଦଳ ଓ ସମାଜ ପାଇଁ ସମର୍ପିତ , ଜିତିବା କ୍ଷମତା ଥିବା ବ୍ୟକ୍ତିଙ୍କୁ ଟିକେଟ । ୨୧ରୁ ୨୧ ଲୋକସଭା ଜିତିବୁ କହିଲେ ଜୟନାରାୟଣ ମିଶ୍ର । ୨୧ ଲୋକସଭା, ସଂଖ୍ୟା ଗରିଷ୍ଠତା ସହ ରାଜ୍ୟରେ ସରକାର କରିବୁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମ ଆଗରେ କହିଛନ୍ତି  ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button