ରାଜ୍ୟ

ଆତଙ୍କିତ ହେଲା ଭଳି ଅବସ୍ଥା ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ଗତ ୨୪ ଘଣ୍ଟାରେ ୬୯୦ ସାମ୍ପଲ ଟେଷ୍ଟିଂ ହୋଇଥିଲା, ୩ ପଜିଟିଭ । ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି । ସମସ୍ତ ଆକ୍ଟିଭ ପେସେଣ୍ଟ ହୋମ୍ ଅଇସୋଲେସନ୍‌ରେ ଅଛନ୍ତି । ରୋଗୀ ଗୁରୁତର ହେଉନାହାନ୍ତି, ତେଣୁ ଆତଙ୍କିତ ଭଳି ଅବସ୍ଥା ନାହିଁ । ଆଗକୁ ସଂକ୍ରମଣ ବଢିବନି କହି ହେବନି କିନ୍ତୁ ଭୟାବହ ଆଶଙ୍କା କମ୍ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button