IBN ଓଡ଼ିଶା ଏକ୍ସକ୍ଲୁସିଭ୍ରାଜ୍ୟ

ଓ ଜେ ଏସ ପରୀକ୍ଷାରେ ଯାଜପୁର ଝିଅ ଟପ୍ପର, ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଯାଜପୁର(IBN ବ୍ୟୁରୋ)
ପ୍ରକାଶ ପାଇଛି ଓଜେଏସ୍ ପରୀକ୍ଷା ଫଳ।ଯେଉଁଥିରେ ମା ବିରଜା ଙ୍କ ମାଟିର ଝିଅ ଟପ୍ପର ହୋଇଛନ୍ତି।
ଯାଜପୁର ଜିଲ୍ଲା ନୁହେଁ ବରଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ସୁଶ୍ରୀତା ମିଶ୍ର। ସୁଶ୍ରୀତା ହେଉଛନ୍ତି ସୁପ୍ରିମକୋର୍ଟ ଏବଂ ଓଡିଶା ହାଇକୋର୍ଟ ର ଓକିଲ ଶ୍ରୀନାଥ ମିଶ୍ର ଙ୍କ ବଡ ଝିଅ। ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍(ଓଜେଏସ୍) ରେଜଲ୍ଟ ଆଜି ପ୍ରକାଶ ପାଇବା ପରେ ଏଥିରେ ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୯ ଜଣ ଝିଅ । ପ୍ରଥମ ୧୦ଟି ସ୍ଥାନରେ ୮ ଜଣ ଅଛନ୍ତି ଝିଅ । ପ୍ରଥମ ୧୦ ଜଣ ହେଉଛନ୍ତି ସୁଶ୍ରୀତା ମିଶ୍ର, ନୀଲିଶା ପଟ୍ଟନାୟକ, ଅନନ୍ୟା ମିଶ୍ର, ରାଣୀରଂଜିତା ପଟ୍ଟନାୟକ, ଲୋପାମୁଦ୍ରା ଆଚାର୍ଯ୍ୟ, ହର୍ଷିତା ମିଶ୍ର, ପ୍ରଜ୍ଞା ସୁମନ ମହାପାତ୍ର, ଏସ୍.ଆର.ତୋଷାଳି, ସତ୍ୟଜିତ ପାଣି, ଲଳିତେନ୍ଦୁ ଦେବତା।
ଏମାନଙ୍କ ମଧ୍ୟରୁ ସୁଶ୍ରୀତା ମିଶ୍ର ଏହି ପରୀକ୍ଷାରେ ଟପ୍ପର୍ ହୋଇଛନ୍ତି ।ସୁଶ୍ରୀତା ଙ୍କ ପାଇଁ ସମଗ୍ର ଯାଜପୁର ଜିଲ୍ଲା ଏବଂ ରାଜ୍ୟରୁ ପ୍ରସଂଶାର ସୁଅ ଛୁଟୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button