ଅପରାଧ
ପୂର୍ବ ଶତ୍ରୁତାରୁ ବାପାପୁଅଙ୍କୁ ଏସିଡ୍ ମାଡ – Ibnodisha

[ad_1]
ଫୁଲବାଣୀ : ବାପାପୁଅ ସହ ୩ ଜଣଙ୍କୁ ଏସିଡ୍ ମାଡ । ଟାଉନ ଥାନା ଶଶିପାନଦୋକାନ ଛକରେ ଏସିଡ୍ ମାଡ । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ଭର୍ତ୍ତି । ସ୍ଥାନୀୟ ଲୋକଙ୍କ ମାଡରେ ଆକ୍ରମଣ କରିଥିବ ଯୁବକ ଆହତ । ପୂର୍ବ ଶତ୍ରୁତାରୁ ଏସିଡ୍ ମାଡ ହୋଇଥିବା ଏସଡିପିଓଙ୍କ ସୂଚନା ।
ଶୁଭୁନି ରେଡ଼ିଓ, ଦିଶୁ ନି ହାତ ଘଣ୍ଟା
[ad_2]