ରାଜ୍ୟ

ରାଉଲକେଲାରୁ ବିମାନ ସେବା ଠପ୍‌ – Ibnodisha

[ad_1]

ରାଉଲକେଲା : ରାଉଲକେଲା ବିମାନ ବନ୍ଦରରେ ବିମାନ ସେବା ବାଧାପ୍ରାପ୍ତ । ୨ ଦିନ ହେବ ବିମାନ ବନ୍ଦରରେ ବନ୍ଦ ରହିଛି ବିମାନ ସେବା । କୁହୁଡି ଯୋଗୁଁ ବିମାନ ଉଡାଣ ବନ୍ଦ ରହିଥିବା କର୍ତ୍ତୃପକ୍ଷଙ୍କ ସୂଚନା । ରାଉଲକେଲାରୁ ଭୁବନେଶ୍ୱର ଓ କଲିକତା ବିମାନ ଉଡାଣ ବନ୍ଦ ।

ପୂର୍ବ ଶତ୍ରୁତାରୁ ବାପାପୁଅଙ୍କୁ ଏସିଡ୍ ମାଡ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button