ରାଜ୍ୟ

୫ ହାଇୱେ ଲୁଟେରା ଗିରଫ – Ibnodisha

[ad_1]

କଟକ : ଦିନ କୁ ଦିନ ବଢି ଚାଲିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ରାଜରାସ୍ତାରେ ଯାଉଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ମୋବାଇଲ, ବାଇକ କିମ୍ବା କୌଣସି ଅନ୍ୟାନ୍ୟ ଜିନିଷକୁ ଲୁଟ କରୁଥିଲେ ଲୁଟେରା । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଏନେଇ ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ୫ ହାଇୱେ ଲୁଟେରାଙ୍କୁ ଧରିଲା ସଦର ଥାନା ପୋଲିସ । ବାଇକ ଓ ୫ଟି ସୁନା ଚେନ ସହ ୭ଟି ମୋବାଇଲ ଜବତ ।

ଓଲଟି ପଡିଲା ଏସିଡ ଟ୍ୟାଙ୍କର

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button