ଦେଶ
ମୃତ୍ୟୁଦଣ୍ଡରୁ ବର୍ତ୍ତିଲେ ୮ ଭାରତୀୟ – Ibnodisha

[ad_1]
କାତର : ୮ ପୂର୍ବତନ ଭଆରତୀୟ ନୌସେନା କର୍ମଚାରୀଙ୍କ ମୃତ୍ୟୁଦଣ୍ଡ କୋହଳ । ୮ କର୍ମଚାରୀଙ୍କ ମୃତ୍ୟୁଦଣ୍ଡ କୋହଳ କଲେ କତାର କୋର୍ଟ । କତାର କୋର୍ଟର ଶୁଣାଣି ବେଳେ ୮ ଜଣଙ୍କ ମୃତ୍ୟୁଦଣ୍ଡ କୋହଳ । କୋର୍ଟରେ ଭାରତୀୟ ଦୂତବାସ ଅଧିକାରୀ ଓ ପରିବାରର ସଦସ୍ୟ ଉପସ୍ଥିତ ଥିଲେ ।
ଓଲଟି ପଡିଲା ଏସିଡ ଟ୍ୟାଙ୍କର
[ad_2]