ଦେଶ
ଗ୍ୟାରେଣ୍ଟି ଦେବାରୁ ଗାଳି : ମୋଦି – Ibnodisha
[ad_1]
ତେଲେଙ୍ଗାନା : ତେଲେଙ୍ଗାନା ସଙ୍ଗାରେଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭା । କଂଗ୍ରେସକୁ କଡା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଗ୍ୟାରେଣ୍ଟି ଦେଉଛି, ଆମେ ତୃତୀୟ ସର୍ବବୃହତ ଅର୍ଥନୀତି ହେବୁ । ଏହା ମୋଦିର ଗ୍ୟାରେଣ୍ଟି, ମୋଦିର ଗ୍ୟାରେଣ୍ଟି କେବେ ଭୁଲ୍ ହୁଏନି । ମୋଦି ଗ୍ୟାରେଣ୍ଟି ଦେବାରୁ ବିରୋଧୀ ପରିବାର କଥା କହି ଗାଳି ଦେଉଛନ୍ତି । ବିରୋଧୀ ପରିବାରବାଦ ଚଳାଉଛନ୍ତି କି ନାହିଁ ପଚାରିଲେ ପ୍ରଧାନମନ୍ତ୍ରୀ ।
The post ଗ୍ୟାରେଣ୍ଟି ଦେବାରୁ ଗାଳି : ମୋଦି appeared first on ONA KHABAR.
[ad_2]