ରାଜ୍ୟ

ଆଇପିଏସ୍‌ ସ୍ତରରେ ଅଦଳବଦଳ – Ibnodisha

[ad_1]

ଭୁବନେଶ୍ୱର : ୨୦୦୬ ବ୍ୟାଚ୍‌ର ୫ ଆଇପିଏସ୍‌ଙ୍କ ଆଇଜି ପାହ୍ୟାକୁ ପଦୋନ୍ନତି ।
ଡିଜି ଅନୁପ ସହୁ ଆଇଜି ପହ୍ୟାକୁ ପଦୋନ୍ନତି ପାଇଲେ ।
ଅମ୍ରିତ ଦାଶ, ଅନିରୁଦ୍ଧ କୁମାର ସିଂହ ବି ଆଇଜି ହେଲେ । ଅନୁପ କ୍ରୀଷ୍ଣା ଓ ସୁଧା ସିଂହଙ୍କ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତ ।
ଡିଆଇଜି ହେଲେ ୬ ଆଇପିଏସ
୨୦୧୦ ବ୍ୟାଚ୍‌ର ୬ ଆଇପିଏସ୍‌ଙ୍କ ଡିଆଇଜି ଭାବେ ପଦୋନ୍ନତି କରାଯାଇଛି । ମିତ୍ରଭାନୁ ମହାପାତ୍ର , ସାରା ଶର୍ମା , କନୱର ବିଶାଲ ସିଂ ଡିଆଇଜି ହେଲେ । ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା, ଶିବା ସୁବ୍ରମଣି ଡିଆଇଜି ହେଲେ । ଆଶିଷ, ପାରୁଲ, ଶିବା ଏବେ କନ୍ଦ୍ରି, ଡେପୁଟେସନର ଅଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button