ଅପରାଧ

ସ୍କୁଲ ଭ୍ୟାନରେ ଛାତ୍ରୀଙ୍କୁ ଦୁଷ୍କର୍ମ କରୁଥିଲା ଡ୍ରାଇଭର ଆଉ ତାପରେ…. – Ibnodisha

[ad_1]

ଲକ୍ଷ୍ନୌ: ବିଶ୍ବାସଘାତ ସାଜିଲା ଡ୍ରାଇଭର । ସ୍କୁଲ ଭ୍ୟାନରେ ଦୁଷ୍କର୍ମର ଶିକାର ହେଲେ ଛାତ୍ରୀ । ଉତ୍ତରପ୍ରଦେଶର ରାୱତପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା । ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ନିଷ୍ଠୁର ଡ୍ରାଇଭର । ଛାତ୍ରୀ ଜଣକ ପଢୁଥିବା ସ୍କୁଲ ଭ୍ୟାନ ଡ୍ରାଇଭର ନାଁରେ ଆସିଛି ଏଭଳି ଅଭିଯୋଗ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ନାବାଳିକା ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯାଇଥିବା ଜଣାପଡିଛି । ଅଭିଯୋଗ ସତ ହୋଇଥିବା ନେଇ ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ । ଏହି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଦୁଷ୍କର୍ମର ଶିକାର ହେବା ପରେ ସ୍କୁଲରେ ପହଞ୍ଚି ଛାତ୍ରୀ ଜଣକ ପ୍ରଥମେ ପ୍ରଧାନଶିକ୍ଷକଙ୍କୁ ଏହି ଘଟଣା ସମ୍ପର୍କରେ କହିଥିଲେ । ହେଲେ ପ୍ରଧାନଶିକ୍ଷକଙ୍କ ଏହି କଥାକୁ ହାଲୁକା ଭାବେ ନେଇଥିଲେ । ପରେ ଛାତ୍ରୀ ଜଣକ ଘରେ ପହଞ୍ଚି ପରିବାର ଲୋକଙ୍କ ଆଗରେ ଘଟଣା ସମ୍ପର୍କରେ କହିଥିଲେ ।

ଏନେଇ ଶନିବାର ଦିନ ପରିବାରଲୋକେ ରାୱତପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଛାତ୍ରୀଙ୍କର ଡାକ୍ତରୀ ମାଇନା କରାଯିବା ପରେ ସେ ଦୁଷ୍କର୍ମର ଶିକାର ହୋଇଥିଲା ଜଣାପଡିଥିଲା । ଏହାପରେ ଭ୍ୟାନ ଚାଳକକୁ ଗିରଫ କରିଛି ପୋଲିସ । ଏହାସହ ଘଟଣାକୁ ଗମ୍ଭୀରତାର ସହ ନେଇନଥିବାରୁ ପ୍ରଧାନ ଶିକ୍ଷକଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି । ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବା ପରେ ମଧ୍ୟ ପ୍ରଧାନଶିକ୍ଷକ ଜଣଙ୍କ କିପରି ଏଭଳି ଭାବେ ବେପରୁଆ ହୋଇପାରିଲେ ତାହାକୁ ନେଇ ଉଠିଛି ପ୍ରଶ୍ନ ।

ସେ କହିଛନ୍ତି ଯେ ହୋଲି ପରେ ‘ଖୁସି ଖବର’ ଦେଇପାରନ୍ତି। ସୀମାଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସଚିନଙ୍କ ବାବା ମଧ୍ୟ ଏଥିରେ ଏକ ପୂର୍ବାନୁମାନ କରିଛନ୍ତି। ସୀମାଙ୍କ ହାତ ଦେଖି ସେ କହିଛନ୍ତି ଯେ ତାଙ୍କର ନାତି ହେବ। ଦୀର୍ଘ ଦିନ ଧରି ସୀମା ଗର୍ଭବତୀ ଥିବା ନେଇ କଳ୍ପନାଜଳ୍ପନା ଚାଲିଥିଲା। ବର୍ତ୍ତମାନ ସୀମା ଖୋଲାଖୋଲି ଭାବେ କହିଛନ୍ତି ଯେ ସେ ୨୦୨୪ରେ ସଚିନଙ୍କ ସନ୍ତାନର ମା ହେବେ। ନିଜକୁ ସୀମାର ଭାଇ ବୋଲି କହୁଥିବା ଓକିଲ ଏପି ସିଂ ମଧ୍ୟ ସୋସିଆଲ ମିଡିଆରେ ଭିଡିଓ ସେୟାର କରି କହିଛନ୍ତି ଯେ ‘ମାମୁଁ’ ହେବାକୁ ଯାଉଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button