ଅପରାଧ

ନାବାଳିକା ସହ ବୃଦ୍ଧ ଜଣକ ଯାହା କଲେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆଲିଗଡ଼ରେ ଲଜ୍ଜା । ନାବାଳିକାଙ୍କୁ ଦୁଷ୍କର୍ମ କଲା ୬୬ ବର୍ଷୀୟ ବୃଦ୍ଧ । ପୀଡ଼ିତା ଜଣକ ଜିଲ୍ଲୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ମାମଲାରେ ପୋଲିସ ଅଭିଯୁକ୍ତ ବୃଦ୍ଧକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଅର୍ଥର ଲୋଭ ଦେଖାଇ ଦୋକାନକୁ ଡାକି ଦୁଷ୍କର୍ମ କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ବୃଦ୍ଧ ଜଣକ ପୀଡ଼ିତାଙ୍କ ଘର ନିକଟରେ ସିଲାଇ ଦୋକାନରେ କାମ କରେ । ସେ ମନ୍ଦ ଉଦ୍ଦେଶ୍ୟ ରଖି ପୀଡ଼ିତାଙ୍କୁ ୧୦୦ ଟଙ୍କା ନୋଟ ଦେବା କହି ଦୋକାନକୁ ଡାକି ନେଇ ଏଭଳି କାଣ୍ଡ ଭିଆଇଥିଲା । ପୀଡ଼ିତା ଜଣକ ମାଆର ମୃତ୍ୟୁ ଘଟିବା ପରେ ସେ ନିଜ ଜେଜେମାଆଙ୍କ ନିକଟରେ ରହୁଥିଲା । ପୀଡ଼ିତାର ବାପା ଏକ ଫ୍ୟାକ୍ଟିରେ କାମ କରୁଥିବାରୁ ବାହାରେ ରହିଥାନ୍ତି । ଅନ୍ୟପଟେ ପୀଡ଼ିତା ଜଣକ ଅନୁସୂଚିତ ଜାତିର ବୋଲି କହିଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button