ରାଜ୍ୟ
ବଢିଲା ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ – Ibnodisha

[ad_1]
ଭୁବନେଶ୍ୱର: ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଥିବା ଖବର ସାମ୍ନାକୁ ଆସିଛି । ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢାଇଷଲ ରାଜ୍ୟ ସରକାର । ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ମଧ୍ୟ ବଢିଲା । ଡି ଫାର୍ମା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୫୦୦ ଟଙ୍କାକୁ ବୃଦ୍ଧି ହୋଇଥିବା ସୂଚନା ରହିଛି । ଏଏନ୍ଏମ୍-୨୦୦୦, ବିଏସି ନସିଂ(ଇଣ୍ଟର୍ନସିପ) ୫ ହଜାର ଟଙ୍କା । ଏମଫିଲ୍ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇଫେଣ୍ଡ ୧୦ ହଜାରକୁ ବୃଦ୍ଧି ହୋଇଥିବା ଖବର ସାମ୍ନାକୁ ଆସିଛି ।
[ad_2]