ରାଜ୍ୟ

ବନ୍ଧାହେଲେ ପାହାଡି ଗ୍ୟାଙ୍ଗର ୮ ଲୁଟେରା – Ibnodisha

[ad_1]

ଭୁବନେଶ୍ୱର: ପାହାଡି ଗ୍ୟାଙ୍ଗର ୮ ଲୁଟେରାଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ୨୨ଟି ମୋବାଇଲ୍ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଥିବା ସୂଚନା ରହିଛି । ମୋ ବସ୍ ଓ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଲୁଟ୍ କରୁଥିଲେ । ଗିରଫ ୮ ଜଣ ଲୁଟେରା ଝାଡଖଣ୍‌ଡର ବୋଲି ଜଣାପଡିଛି । ରାଜ୍ୟ ଓ ରାଜ୍ୟ ବାହାରେ ଏମାନଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଥିବା ସୂଚନା ରହିଛି । ମୋବାଇଲ୍ ଲୁଟି ୟୁପିଆଇ ହ୍ୟାକ୍ କରି ଆକାଉଣ୍ଟ ଖାଲି କରୁଥିଲେ ଲୁଟେରାମାନେ ।

ରାଜ୍ୟରେ ୧୫ ହଜାର କୋଟିର ଚାରା ଘୋଟାଲା ହୋଇଛି: ଅନୀଲ ବିଶ୍ୱାଳ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button