ରାଜ୍ୟ

ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ – Ibnodisha

[ad_1]

ଭୁବନେଶ୍ୱର: ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ଭୁବନେଶ୍ୱର ରିଜର୍ଭ ଅଫିସ୍ ରେ ଘଟିଛି ଅଘଟଣ । ମୃତ ହୋମଗାର୍ଡ ଜଣଙ୍କ ହେଲେ ବାସୁଦେବ ମାନସିଂହ । ବାସୁଦେବ ଏୟାରଫିଲ୍‌ଡ ଥାନାରେ ଡ୍ୟୁଟି କରୁଥିଲେ । ରିଫ୍ରେସର କୋର୍ସ ପାଇଁ ଟ୍ରେନିଂ ନେଉଥିବାବେଳେ ହୋମଗାର୍ଡ ବାସୁଦେବ ଙ୍କ ର ମୃତ୍ୟୁ ଘଟିଛି । ତାଙ୍କର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଥିବାବେଳେ ଘଟଣାର ତଦନ୍ତ କରୁଛି ସହିଦ ନଗର ଥାନା ପୋଲିସ । ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣାପଡିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button