ରାଜ୍ୟ

ଭାରତର ସଂକଳ୍ପ ରଥ ଭଙ୍ଗାରୁଜା – Ibnodisha

[ad_1]

ଭଦ୍ରକ : ବିକଶିତ ଭାରତର ସଂକଳ୍ପ ରଥ ଭଙ୍ଗିଲେ ଦୁର୍ବୃତ୍ତ । ଧାମନଗର ଥାନା ଚୂଡକୁଟି ପଞ୍ଚୟତରେ ରାଲି ବେଳେ ଭଙ୍ଗିଦେଲେ । ରାଲିରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ । ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ।

ଅଭିନେତା ଶ୍ରେୟଶଙ୍କୁ ଶୁଟିଂ କରିବା ପାଇଁ ମିଳିଲା ଅନୁମତି

The post ଭାରତର ସଂକଳ୍ପ ରଥ ଭଙ୍ଗାରୁଜା appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button