ରାଜ୍ୟ
ବିଶ୍ରା ଗୁଳିମାଡ ଘଟଣା ରେ ବଡ ଭାଇ ସମେତ ଦୁଇ ଗିରଫ – Ibnodisha

[ad_1]
ରାଉରକେଲା : ସାନ ଭାଇକୁ ଗୁଳି ମାରି ଥିବା ବଡ ଭାଇ ଉମେଶ ସିଂ କୁ ପୁଲିସ ଗିରଫ କରିଛି। ଏହି ଘଟଣା ରେ ପୁଲିସ ବନ୍ଧୁକ ଯୋଗାଇ ଥିବା ତାର ଜଣେ ବନ୍ଧୁ କୁ ଗିରଫ କରିଛି। ଘଟଣା ରୁ ପ୍ରକାଶଯେ,ବଡ଼ଭାଇର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ ହୋଇଥିଲା। ବଡ଼ ମୃତକ ଥିଲେ ତେତେରକେଲାର କ୍ଷୀରୋଧର ସିଂହ (୨୬)। ଗତକାଲି ରାତିରେ ତେତେରକେଲା ବାଲିଘାଟ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
[ad_2]




