ଅପରାଧ

ସମଲିଙ୍ଗୀ ସଂପର୍କ ପାଇଁ ସାଙ୍ଗକୁ ପିଟିପିଟି ହତ୍ୟା – Ibnodisha

[ad_1]

ଖୋର୍ଦ୍ଧା : ଜଙ୍ଗିଆ ଥନା ଶଗଡଭଙ୍ଗାରେ ସାଙ୍ଗକୁ ମାରିବା ଘଟଣା । ଯାଜପୁରରୁ ଅଭିଯୁକ୍ତ ଯୁବକ ସୋମନାଥ ଲାଠକୁ ଧରିଲା ପୋଲିସ । ଗତ ୨ରେ ସାଙ୍ଗ ରଶ୍ମୀରଞ୍ଚନ ବଳିୟାରସିଂଙ୍କୁ ହତ୍ୟା କରିଥିଲା ସୋମନାଥ । ସମଲିଙ୍ଗୀ ସଂପର୍କକୁ ନେଇ ରଶ୍ମୀକୁ ପିଟିପିଟି ହତ୍ୟା କରି ପଳାଇଥିଲା । ରଶ୍ମୀଙ୍କୁ ଜଣେ ଯୁବତୀ ପସନ୍ଦ କରିବାରୁ ଉତ୍‌କ୍ଷୀପ୍ତ ହୋଇଥିଲା ସୋମନାଥ । ଘର ଭିତରେ ରଶ୍ମୀକୁ ପିଟିପିଟି ହତ୍ୟା କରିବା ପରେ ଫେରାର ହୋଇଯଇଥିଲା ।

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ଟ୍ରକ୍ ଡ୍ରାଇଭର ମୃତ

The post ସମଲିଙ୍ଗୀ ସଂପର୍କ ପାଇଁ ସାଙ୍ଗକୁ ପିଟିପିଟି ହତ୍ୟା appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button