ଅପରାଧ

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଏକାଧିକ ଟଙ୍କା ଲୁଟି ନେଲେ ଲୁଟେରା – Ibnodisha

[ad_1]

ସୁକିନ୍ଦା : ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ପୁଡ଼ିଆ ମୁଖ୍ୟରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ସୂଚନା ମୁତାବକ ଭୁବନ ଏଲ୍ ଆଣ୍ଡ ଟି ଫାଇନାନ୍ସ କର୍ମଚାରୀ ତଥା ଭଦ୍ରକ ଅଞ୍ଚଳର ସୋମନାଥ ରାଉତ ପିମ୍ପୁଡ଼ିଆ ଅଞ୍ଚଳକୁ ଫାଇନାନ୍ସ ଟଙ୍କା ଆଦାୟ ପାଇଁ ଯାଇଥିଲେ । ଆଦାୟ ହୋଇଥିବା ୫୪ ହଜାର ଟଙ୍କା ନେଇ ପିମ୍ପୁଡ଼ିଆ ରାସ୍ତାରେ ଭୁବନ ଯାଉଥିଲେ। ଏକାଧିକ ଲୁଟେରା ଆସି ଧାରୁଆ ଅସ୍ତ୍ର ଦେଖାଇ ଭୟଭୀତ କରିବା ସହ ସୋମନାଥଙ୍କ ଠାରୁ ସବୁଟଙ୍କା ଛଡ଼େଇ ନେଇଥିଲେ। ଏନେଇ ସୂଚନା ପାଇବା ପରେ ସୁକିନ୍ଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button