ଦେଶ
ଜାନୁଆରୀ ୧୨ ଯାଏଁ ଦିଲ୍ଲୀରେ ସ୍କୁଲ ଛୁଟି – Ibnodisha

[ad_1]
ନୂଆଦିଲ୍ଲୀ: ଜାନୁଆରୀ ୧୨ ତାରିଖ ଯାଏଁ ଦିଲ୍ଲୀ ସହରର ସମସ୍ତ ସ୍କୁଲ ଛୁଟି ହୋଇଥିବା ଖବର ସାମ୍ନାକୁ ଆସିଛି । ପ୍ରବଳ ଶୀତ ଯୋଗୁଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ନର୍ସରୀରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଛୁଟି ରଖିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।
ଏହି ସବୁ ଜିନିଷ ତ୍ୱଚାରେ ଲଗାଇଲେ ଚମକ ବୃଦ୍ଧି ପାଇଥାଏ
[ad_2]




