ରାଜ୍ୟ
୨୧ରୁ ବୁଲିବ କଂଗ୍ରେସ ବସ୍: ଶରତ ପଟ୍ଟନାୟକ – Ibnodisha

[ad_1]
ଭୁବନେଶ୍ୱର: ଜାନୁଆରୀ ୨୧ରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍ । ବଦରେ ସବୁ ନିର୍ବାଚନମଣ୍ଡଳୀ ବୁଲିବେ କଂଗ୍ରେସ ବିଧାୟକ ଓ ନେତା । ନିର୍ବାଚନୀ ପୋଷ୍ଟରରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଫଟୋ ଏକସଙ୍ଗେ ରହିବ । ଅଲଗା ଅଲଗା ନରଖିବାକୁ ପିସିସି ସଭାବତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ।
ଧର୍ମଘଟ ହେଲେ କାଲି ତେଲ ଅଭାବ : ସଞ୍ଜୟ ଲାଠ
[ad_2]