ରାଜ୍ୟ
ଦଳ ଯାହା କାମ ଦିଏ ମୁଁ କରେ: ବୈଷ୍ଣପ – Ibnodisha

[ad_1]
ଭୁବନେଶ୍ୱର: କଟକରୁ ଅଶ୍ୱିନୀ ବୈଷ୍ଣବ ଲୋକସଭା ନିର୍ବାଚନ ଲଢିବା ଚର୍ଚ୍ଚା ପ୍ରସଙ୍ଗ । ଚର୍ଚ୍ଚାକୁ ନେଇ ଗଣମାଧ୍ୟମ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ ଦଳର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା, ଦଳ ଯାହା କାମ ଦିଏ ମୁଁ କରେ ।
୨୧ରୁ ବୁଲିବ କଂଗ୍ରେସ ବସ୍: ଶରତ ପଟ୍ଟନାୟକ
[ad_2]