ଦେଶ
ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ରକୁଲ ପ୍ରୀତ୍ ସିଂହ – Ibnodisha

[ad_1]
୨୦୨୧ ମସିହାଠାରୁ ଉଭୟ ପ୍ରେମ ସମ୍ପର୍କରେ ରହିଛନ୍ତି । ଗତ ଜାନୁଆରୀ ୨ ତାରିଖରେ ଉଭୟ ନୂଆବର୍ଷ ପାଳନ କରି ମୁମ୍ବାଇ ଫେରୁଥିବାବେଳେ ଦୁହିଁଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ୍ କରାଯାଇଥିଲା । ଏହି ସମୟରେ ଜ୍ୟାକି ଏକ କଳା ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ରକୁଲ ଏକ ବ୍ୟାଗି ବ୍ଲୁ ଡେନିମ୍ ଜିନ୍ସ , ମିକି ମାଉସ୍ ପ୍ରିଣ୍ଟ୍ ଟି-ସର୍ଟ ସହ ବ୍ଲାକ୍ ଜ୍ୟାକେଟ୍ରେ ନଜର ଆସିଥିଲେ। କେବଳ ନିଜର ବିବାହ ନୁହେଁ ଆଗାମୀ ଫିଲ୍ମ ‘ଆୟାଲ୍ଲାନ’କୁ ନେଇ ବି ଚର୍ଚ୍ଚାରେ ରହିଛନ୍ତି ରକୁଲ ।
[ad_2]




