ରାଜ୍ୟ
ଛୁଆକୁ ବଞ୍ଚାଇ ଜଳିଗଲା ମାଆ – Ibnodisha

[ad_1]
କାମାକ୍ଷାନଗର : ଛୁଆକୁ ବଞ୍ଚାଇବାକୁ ଯାଇ ମାଆ ଗୁରୁତର । ଚୁଲିରେ ପାଣି ଗରମ କରୁଥିବା ବେଳେ ନିଆଁ ଲାଗି ମାଆ ଗୁରୁତର । ଭୁବନ ଥାନା କୃଷ୍ଣପୁର ଗାଁରେ ଅଭାବନୀୟ ଘଟଣା । ଟୁଲିରେ ପାଣି ଗରମ କରୁଥିବା ବେଳେ ଛୁଆ ପଡିଯାଇଥାଆନ୍ତା । ଛୁଆକୁ ଟାଣି ଆଣୁଥିବା ବେଳେ ଶାଢିର ନିଆଁଲାଗି ଜଳିଗରେ । ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରୁ ଢେଙ୍କାନାଳ ସ୍ଥାନାସ୍ତର ।
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୨ ମୃତ
[ad_2]