ରାଜ୍ୟ

ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ – Ibnodisha

[ad_1]

ବଲାଙ୍ଗିର : ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁରେ ଆଦିବାସୀଙ୍କ ସୁଲିଆ ଯାତ୍ରା ପାଳିତ ହେଉଛି। ମଧ୍ୟରାତ୍ରରୁ ନିଶିପୂଜା ପରେ ସକାଳୁ ସକାଳୁ ପାଟବୋଦା ସାଙ୍ଗରେ ଧରି ପାରଂପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ବାହାରିଥିଲେ ଆଦିବାସୀ। ତା’ପରେ ଖଳାପୂଜା ହେବା ସହ ବଳି ପର୍ବ ଆରମ୍ଭ ହୋଇଥିଲା। ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ରକ୍ତରଂଜିତ ହେଲା ଶୁଲିଆ ପୀଠ। ପୂର୍ବରୁ ପ୍ରଶାସନିକ କଟକଣା ରହୁଥିବାରୁ ପଶୁବଳିକୁ ନେଇ ମୁହାଁମୁହିଁ ହେଉଥିଲେ ଆଦିବାସୀ ଓ ପୁଲିସ ପ୍ରଶାସନ। ଆଉ ସେଭଳି କିଛି କଟକଣା ନାହିଁ। କଟକଣା ନ ଥିବାରୁ ବହୁତ ସଂଖ୍ୟାରେ ପଶୁବଳି ପଡ଼ିବା ସମ୍ଭାବନା ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button