ରାଜ୍ୟ

‘ଜାନୁଆରୀ ୨୨’ ହାଫ୍‌ ଡେ’ ଛୁଟି ଘୋଷଣ କଲେ ରାଜ୍ୟ ସରକାର – Ibnodisha

[ad_1]

ଭୁବନେଶ୍ୱର : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ସେହିଦିନ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହାକୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ସେହିଦିନ ରାଜ୍ୟ ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି।  ଜାନୁଆରୀ ୨୨ରେ ହାଫ୍ ଡେ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାମ ଲାଲ୍‌ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ୍ ଡେ ଛୁଟି ଘୋଷଣା । ୨୨ ତାରିଖ ଅପରାହ୍ଣ ୨ଟା ୩୦ଯାଏଁ ଅଫିସ୍ ଛୁଟଇ ଘୋଣଶ କରିଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ଆଜି ହାଫ୍ ଡେ ଛୁଟି ଘୋଷଣା କରିଥିଲେ କେନ୍ଦ୍ର ସରକାର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button