ଲୋକସଭା କ୍ଷେତ୍ର ପାଇଁ କଂଗ୍ରେସ ସଂଯୋଜକ ନିଯୁକ୍ତ – Ibnodisha

[ad_1]
ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାର ସମସ୍ତ ଲୋକସଭା କ୍ଷେତ୍ର ନିମନ୍ତେ ନିମ୍ନ ସଂଯୋଜକ ମାନଙ୍କୁ ନିଯୁକ୍ତ କରିଛନ୍ତି ।
ସଂସଦୀୟ କ୍ଷେତ୍ର ସଂଯୋଜକଙ୍କ ନାମ
ବରଗଡ଼ ଆଶୁତୋଷ ସ୍ୱାଇଁ
ସୁନ୍ଦରଗଡ଼ ଅନନ୍ତ ସୟନ ପାଢ଼ୀ
ସମ୍ବଲପୁର ପ୍ରେମ ଶଙ୍କର ମିଶ୍ର
କେନ୍ଦୁଝର ବିଷ୍ଣୁ ବାରିକ
ମୟୁରଭଞ୍ଜ ମନୋରଞ୍ଜନ ରାଉତ
ବାଲେଶ୍ୱର ଜାନକୀବଲ୍ଲଭ ପଟ୍ଟନାୟକ
ଭଦ୍ରକ ଜିଆ ଉଲ୍ ହକ୍
ଯାଜପୁର ଜିନେଶ ଦାସ
ଢ଼େଙ୍କାନାଳ ବାଙ୍କନିଧି ବେହେରା
ବଲଙ୍ଗୀର ଦୀଲ୍ଲିପ ନନ୍ଦ
କଳାହାଣ୍ଡି ଦ୍ୱାରିକା ମହାପାତ୍ର
ନବରଙ୍ଗପୁର ରବୀନ୍ଦ୍ର ମହାପାତ୍ର
କନ୍ଧମାଳ ରାଜୀବ ପଟ୍ଟନାୟକ
କଟକ ସୁବ୍ରତ ମହାପାତ୍ର
କେନ୍ଦ୍ରପଡ଼ା ଶଶିକାନ୍ତ ଲେଙ୍କା
ଜଗତସିଂହପୁର ସୁଦିପ୍ତ କର
ପୁରୀ ବିପ୍ଲବ ଚୌଧୁରୀ
ଭୁବନେଶ୍ୱର ହଳଧର ସେଠୀ
ଆସ୍କା ଘନ ସବର
ବ୍ରହ୍ମପୁର ଶୁଭେନ୍ଦୁ ମହାନ୍ତି
କୋରାପୁଟ ପୀତବାସ ପଣ୍ଡା
[ad_2]