ରାଜ୍ୟ

ନିଶାନିବାରଣ କେନ୍ଦ୍ରରେ ପିଟିପିଟି ହତ୍ୟା – Ibnodisha

[ad_1]

ଭଦ୍ରକ: ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ । ଧାମନଗର ଥାନାରେ ଅଭିଯୋଗ କଲେ ଯୁବକଙ୍କ ପରିବାର ଲୋକେ । ମୃତକ ଯାଯପୁରର, ୪ ତାରିଖରେ ନିଶାନିବାରଣ କେନ୍ଦ୍ରକୁ ଆସିଥିଲେ । କାଲି ରାତିରେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଭଦ୍ରକ ମେଡିକାଲରେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଶରୀରରେ କ୍ଷତ ଚିହ୍ନ ଥିବାରୁ ପିଟିପିଟି ମାରିଥିବା ପରିବାରର ଅଭିଯୋଗ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button