ରାଜ୍ୟ

ଜି୨୦ ଶିଖର ସମ୍ମିଳନୀ: ଆୟର୍ଲାଣ୍ଡରେ ସୃଜନଶୀଳ ଚିତ୍ର ଆଙ୍କିଲେ ପ୍ରବାସୀ ଓଡ଼ିଆ ଛାତ୍ରଛାତ୍ରୀ – Ibnodisha

[ad_1]

ଡବ୍‌ଲିନ୍‌: ଭାରତର ରାଜଧାନୀ ନୂଆଦିଲ୍ଲୀରେ ଗତ ୧୦ ତାରିଖ (ରବିବାର) ଜି୨୦ ଶିଖର ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ଦୁଇଦିନିଆ ଏହି ଭବ୍ୟ ଅନ୍ତର୍ଜାତୀୟ ସମ୍ମିଳନୀକୁ ଦେଶ-ବିଦେଶରେ ପ୍ରଶଂସା କରାଯାଉଛି। ବିଦେଶରେ ରହୁଥିବା ଭାରତୀୟମାନେ ମଧ୍ୟ ଜି୨୦ ସମାରହକୁ ନେଇ ଖୁସି ଅନୁଭବ କରୁଛନ୍ତି। ସାରା ବିଶ୍ୱ ଆଜି ଭାରତକୁ ଶ୍ରେୟ ଏବଂ ଅଭିବାଦନ ଜଣାଉଛି। ଏପରିକି ଆୟର୍ଲାଣ୍ଡର ଥିବା ପ୍ରବାସୀ ଓଡ଼ିଆ ପିଲାମାନେ ମଧ୍ୟ ସେମାନଙ୍କର ସୃଜନଶୀଳ ଚିତ୍ର ପ୍ରଦର୍ଶନ କରି ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ଗୋଟିଏ ପରିବାର, ଗୋଟିଏ ପୃଥିବୀ ଏବଂ ଗୋଟିଏ ଭବିଷ୍ୟତ’ ଏବଂ ମୋ ଭାରତ ସମସ୍ତ , ଏଭଳି ବର୍ଣନା ତାଙ୍କ ଚିତ୍ରରେ ଦେଖିବାକୁ ମିଳିଛି।

ଡବଲିନ ସହରର ସ୍କୋଏଲ ମେଲରୁଇଆନ୍‌ ସିନିଅର ନ୍ୟାସନାଲ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଦିବାୟମ୍‌ ନାୟକ ଜି୨୦ ଉପରେ ସୁନ୍ଦର ଚିତ୍ର

ସେହିପରି ‌ସ୍କୋଏଲ ଆଇନ୍‌ ନାଓଫାରେ ଅଧ୍ୟୟନରତ ଛାତ୍ରୀ ସାନଭୀ ମିଶ୍ରଙ୍କ ଦ୍ବାରା ପ୍ରସ୍ତୁତ ଚିତ୍ର।

ମାଇନୁଥସ୍ଥିତ ସେଣ୍ଟ ମେରି ବଏଜ୍‌ ନ୍ୟାସନାଲ ସ୍କୁଲର ଛାତ୍ର ଆଦଭିକ୍‌ ପରିଶାଙ୍କ ଚିତ୍ର



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button