ରାଜ୍ୟ

ଜାମତରା ଗ୍ୟାଙ୍ଗ୍‌‌ର ୪ ଗିରଫ – Ibnodisha

[ad_1]

କେନ୍ଦୁଝର : ଜାମତରା ଗ୍ୟାଙ୍ଗ୍‌‌ର ୪ ଜଣଙ୍କୁ ପୁଲିସ ଗିରଫ କରିଛି। ଧରାପଡିଥିବା ୪ ଅଭିଯୁକ୍ତ ଘସିପୁରା ଅଞ୍ଚଳର ବୋଲି ଜଣାପଡିଛି। ଏମାନଙ୍କ ନିକଟରୁ ୫୩୮ ସିମକାର୍ଡ,୧୮ ମୋବାଇଲ, ୫ଟି ବାୟୋମେଟ୍ରିକ୍‌‌ ସ୍କାନର ଜବତ ହୋଇଛି। ୧୫ଟି ଏଟିଏମ, ଆଇଡି କାର୍ଡ, ଲ୍ୟାପଟପ୍‌‌, ପାସବୁକ୍‌‌ ସହ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ରାଜସ୍ଥାନ, ଝାଡଖଣ୍ଡ ଓ ବିହାର ଗ୍ୟାଙ୍ଗ ସହ ଏମାନଙ୍କ ସମ୍ପୃକ୍ତି ଥିବା ନେଇ ପୁଲିସ ଠାରୁ ସୂଚନା ମିଳିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button