ରାଜ୍ୟ
ନଦୀକୁ ଡେଇଁ ଛାତ୍ରୀଙ୍କ ଅଣ୍ଟା ଭାଙ୍ଗିଲା – Ibnodisha

[ad_1]
ବୌଦ୍ଧ: ନଦୀକୁ ଡେଇଁ କଲେଜ ଛାତ୍ରୀଙ୍କ ଅଂଟା ଭାଙ୍ଗିଲା । ମହାନଦୀ ବ୍ରିଜରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ବେଳେ ଆହତ ହୋଇଥିବା ସୂଚନା ରହିଛି । ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ଅଗ୍ନିଶମବାହିନୀ । ବ୍ରିଜ ଉପରେ ଚପଲ, ସାଇକେଲ ଓ ଆଇ କାର୍ଡ ରଖି ଡେଇଁଥିଲେ । କେଉଁ କାରଣରୁ ଛାତ୍ରୀ ଜଣଙ୍କ ନଦୀକୁ ଡେଇଁଥିଲେ ତାହା ଏବେ ଯାଏଁ ଜଣାପଡିନାହିଁ ।
ରାହୁଲ ଗାନ୍ଧିଙ୍କୁ ନିଶ୍ଚେ ଗିରଫ କରାଯିବ : ହିମନ୍ତ ବିଶ୍ବ ଶର୍ମା
[ad_2]