ରାଜ୍ୟ

ବ୍ରିଜ୍‌ରୁ ଖସି ୩ ବାଇକ୍ ଆରୋହୀ ନିଖୋଜ – Ibnodisha

[ad_1]

ସୁବର୍ଣ୍ଣପୁର: ବ୍ରିଜ୍‌ରୁ ଖସି ପଡ଼ି ୩ ବାଇକ୍ ଆରୋହୀ ନିଖୋଜ । ତେଲ ନଦୀ ବ୍ରିଜ୍ ଉପରେ ପିକ୍‌ଅପ୍ ଭ୍ୟାନ୍ ସହ ବାଇକ୍ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୩ ବାଇକ୍ ଆରୋହୀ ନଦୀକୁ ଖସି ପଡ଼ିଥିବା ସୂଚନା ମିଳିଛି । ନିଖୋଜ ୩ ବାଇକ୍ ଆରୋହୀଙ୍କୁ ଖୋଜାଖୋଜି ଜାରି ରହିଛି । ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି ।

ମିଶନ ଶକ୍ତି ପରି ସବୁ କଳାକାର ସଂଘକୁ ଆହୁରି ମଜବୁତ କରାଯିବ: ମୁଖ୍ୟମନ୍ତ୍ରୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button