ରାଜ୍ୟ

ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ – Ibnodisha

[ad_1]

ଭୁବନେଶ୍ଵର: ଶ୍ରୀମତୀ ଭି.ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ। ଭେଟିବାକୁ ଚେନ୍ନାଇ ଆପୋଲୋ ହସ୍ପିଟାଲ ଯିବେ ମୁଖ୍ୟମନ୍ତ୍ରୀ । ଭି. ସୁଜ୍ଞାନ କୁମାରୀ ଦେଓ ଓଡ଼ିଶା ତଥା ଭାରତର ଜଣେ ବରିଷ୍ଠ ରାଜନୀତିଜ୍ଞ ଥିଲେ। ସେ ୧୯୬୩ ମସିହାରେ ପ୍ରଥମ ଥର ପାଇଁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କ ରାଜନୈତିକ କ୍ୟାରିୟରରେ ସମୁଦାୟ ୧୦ ଥର ବିଜୟୀ ହୋଇଥିଲେ । ଦେଓ ଖଲ୍ଲିକୋଟ ରାଜ ପରିବାରର ଏବଂ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ବୋହୂ ଅଟନ୍ତି । ସେ ଓଡ଼ିଶା ବିଧାନସଭାର ପ୍ରୋଟେମ୍ ବାଚସ୍ପତି ଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button