ଖେଳ
୧୪୭ ବଲ୍ରେ ଟ୍ରିପଲ ସେଞ୍ଚୁରୀ – Ibnodisha

[ad_1]
ନୂଆଦିଲ୍ଲୀ : ରଣଜୀ କ୍ରିକେଟରେ ଦ୍ରୁତତମ ତ୍ରିଶତକର ରେକର୍ଡ କଲେ ତନ୍ମୟ ଅଗ୍ରୱାଲ । ୧୪୭ଟି ବଲ୍ରେ ତ୍ରିଶତକ ପୂରଣ କରି ରେକର୍ଡ ବୁକ୍ରେ ସାମିଲ । ୧୧୯ ବଲରେ ଦ୍ୱିଶତକ ମଧ୍ୟ ଭାରତୀୟ ବ୍ୟାଟର ଭାବେ ଦ୍ରୁତତମ । ୩୪ଟି ଚୌକା, ୨୬ଟି ଛକା ଜରିଆରେ ୧୮୧ ବଲରୁ ମୋଟ୍ ୩୬୬ ରନ୍ । ଗୋଟିଏ ଦିନର ତ୍ରିଶତକ କରିବାରେ ପ୍ରଥମ ଭରତୀୟ ବ୍ୟାଟର । ଅରୁଣାଞ୍ଚଳ ବିପକ୍ଷରେ ମାତ୍ର ୪୮ ଓଭରରେ ହାଇଦ୍ରାବାଦ ସ୍କୋର ୫୨୯ । ୨୫୨ ବର୍ଷର ପ୍ରଥମ ଶ୍ରେଣୀ କ୍ରିକେଟ ଇତତତିହସରେ ବିରଳ ଘଟଣା ।
The post ୧୪୭ ବଲ୍ରେ ଟ୍ରିପଲ ସେଞ୍ଚୁରୀ appeared first on ONA KHABAR.
[ad_2]