ଅପରାଧ
ଶିଶୁ କନ୍ୟାକୁ ଛାଡି ଚାଲିଗଲେ ବାପା ମାଆ – Ibnodisha

[ad_1]
ଭୁବନେଶ୍ୱର : ୧୯ ଦିନର ଶିଶୁ କନ୍ୟାକୁ ଛାଡି ଚାଲିଗଲେ ବାପା ମାଆ । କ୍ୟାପିଟଲ ହସ୍ପିଟଲରୁ ଛୁ ମାରିଲେ ବାପା ମାଆ । ନୟାଗଡରୁ ନବଜାତକୁ ଚିକିତ୍ସା ପାଇଁ ଆଣିଥିଲେ ଦମ୍ପତି । ହସ୍ପିଟାଲ ପକ୍ଷରୁ ଯୋଗାଯୋଗ କରିଥିଲେ ବି ତାଙ୍କର ଫୋନ ବନ୍ଦ ରହିଛି । ଏବେ ଶିଶୁ କନ୍ୟାଟି ଏସଏନସିୟ୍ୟୁ ରେ ଚିକିତ୍ସାଧୀନ ଥିବା ସୂଚନା ।
ରାଜ୍ୟର ସମସ୍ତ ପୌରାଞ୍ଚଳରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରାଯିବ
[ad_2]