ରାଜନୀତି
ରେମେଡ୍ ପଡିଆରେ ହେବ ମୋଦି ସଭା : ମନମୋହନ – Ibnodisha

[ad_1]
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ସମ୍ବଲପୁର ହାର୍ଟ ଉପରେ ହେବ ମୋଦିଙ୍କ ସମାବେଶ । ୩ରେ ସମ୍ବଲପୁର ଆଇଆଇଏମ ଉଦଘଟନ ପରେ ସଭା କରିବେ ପ୍ରଧାନମନ୍ତ୍ରୀ । ରେମେଡ୍ ପଡିଆରେ ସଭା ହେବ, ଦେଢ ଲକ୍ଷ ଲୋକଙ୍କୁ ସମ୍ବୋଧନ କରିବେ । ଆଗକୁ ଆହୁରି କେନ୍ଦ୍ରିୟ ନେତା ଆସିବା ପାଇଁ ଖସଡ ହେଉଛି ବୋଲି କହିଛନ୍ତି ମନମୋହନ ।
ୟୁପିରେ କଂଗ୍ରେସକୁ ୧୧ ଆସନ ଦେଲା ଏସ୍ପି
[ad_2]