ରାଜନୀତି
ନୀତୀଶ ଏନଡିଏ ବିଧାୟକ ଦଳ ନେତା – Ibnodisha

[ad_1]
ବିହାର : ନୀତୀଶ କୁମାର ଏନଡିଏ ବିଧାୟକ ଦଳ ନେତା ନିର୍ବାଚିନ । ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ ନିର୍ବାଚିତ ।ଲୋକ ସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଜୋରଦାର ଉତ୍ତେଜନା ଦେଖାଦେଇଛି। ଭାଜପା ନେତାମାନେ ନୀତୀଶଙ୍କୁ ଖୋଲାଖୋଲି ନିମନ୍ତ୍ରଣ କରିଛନ୍ତି। ଅନ୍ୟପକ୍ଷରେ ଆରଜେଡି ମୁଖ୍ୟ ଲାଲୁ ମଧ୍ୟ ନୀତୀଶଙ୍କ ମିଳିତ ମଞ୍ଚରେ ଜାରି ରଖିବାର ଆଶା ଛାଡିଛନ୍ତି। ଲାଲୁଙ୍କ ଦଳ ଏହାର ସଂଖ୍ୟାକୁ ମଜବୁତ କରିବାରେ ବ୍ୟସ୍ତ ଅଛି।
[ad_2]