ରାଜ୍ୟ
୧୦ରେ ପୁଣି ଓଡିଶା ଆସିପାରନ୍ତି ମୋଦି : ମନମୋହନ ସାମଲ – Ibnodisha

[ad_1]
ଭୁବନେଶ୍ୱର : ଫେବ୍ରୁଆରୀ ୧୦ରେ ପୁଣି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା । ଭୁବନେଶ୍ୱରରେ ବିଶାଳ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଦେଶର ଦୁଇଟି ସ୍ଥାନରେ ବଡ ମହିଳା ସମାବେଶ ଆୟୋଜନ ହେବ । ମଧ୍ୟ ପ୍ରଦେଶ ଓ ଓଡିଶାରେ ଆୟୋଜନ ହେବ ସମାବେଶ । ଭୁବନେଶ୍ୱରରେ ୧୪ ରାଜ୍ୟର ୨୫ ହଜାର ମହିଳା ଏକାଠି ହେବେ । ଆସନ୍ତା ୩ରେ ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।
[ad_2]